ଜ୍ୟାମିତି
ଜ୍ୟାମିତି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜ୍ୟା=ପୃଥିବୀ, ବୃତ୍ତଖଣ୍ଡର ଗୁଣରେଖା+ମା ଧାତୁ+ଭାବ. ତି)
ସମ୍ପାଦନାକ୍ଷେତ୍ରତତ୍ତ୍ୱ ବା ରେଖାଗଣିତ — Geometry.
[ଦ୍ରଷ୍ଟବ୍ୟ —ସଂସ୍କୃତ ଧାତୁପ୍ରତ୍ୟୟ ଅନୁସାରେ ଜ୍ୟାମିତି ଶବ୍ଦର ଅର୍ଥ କ୍ଷେତ୍ରତତ୍ତ୍ୱ (geometry) ନ ହୋଇ କ୍ଷେତ୍ରପରିମାଣ (Mensuration) ବା ତ୍ରିକୋଣମିତି (Trigonometry) ହେବ ଅତଏବ ଶବ୍ଦ ଇଂରାଜି ଜିଓମେଟ୍ରୀରୁ (Geometry) ଉତ୍ପନ୍ନ ବୋଲି ଅନୁମତି ହୁଏ]