ଜ୍ଞାପନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜ୍ଞା ଧାତୁ; ଣିଚ+ଭାବ. ଅନ) ସମ୍ପାଦନା

୧. ଜଣାଇବା; ବିଦିତ କରାଇବା — ୧. Act of announcing; notifying; making a thing known.
୨. ଆବେଦନ —୨. Application.
୩. ଏତଲା ଦେବା — ୩. Giving information; reporting.
୪. ଶିକ୍ଷା ଦେବା — ୪. Instructing; teaching.