ଜ୍ଞାପକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଂ. (ଜ୍ଞା ଧାତୁ; ଣିଚ୍+କର୍ତ୍ତୃ. ଅକ) ସମ୍ପାଦନା

୧. ସୂଚକ; ଯେ (ପଦାର୍ଥ ବା ମନୂଷ୍ୟ) କୌଣସି ବିଷୟ ଜଣାଇ ଦିଏ —୧. Indicating; notifying; informing; making known.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା— ସମୟଜ୍ଞାପକ, ଅନିଷ୍ଟଜ୍ଞାପକ]

୨. ଯେ ଅଜ୍ଞାନକୁ ଜ୍ଞାନ ଦିଏ — ୨. Imparting knowledge.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଏତଲା ଦେଲାବାଲା ବ୍ୟକ୍ତି — ୧. Informant; reporter.
୨. ଶିକ୍ଷକ —୨. Teacher; instructor.