ଜ୍ଞାନ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଜଣାଯିବା — ୧. Seeming appearing.
୨. ଚୈତନ୍ୟ ଉଦୟ ହେବା — ୨. Becoming conscious.
୩. (ବାଳକ ବାଳିକାଙ୍କ) ବୟଃପ୍ରାପ୍ତ ହେବା; ପ୍ରଥମ ଯୌବନରେ ପଦାର୍ପଣ କରିବା — ୩. Attainment of the age of discretion or maturity; stepping into adolescence.