ଜ୍ଞାନ ଭ୍ରଷ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜ୍ଞାନଭ୍ରଷ୍ଟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି) ସମ୍ପାଦନା

୧. ଯାହାର ଜ୍ଞାନଭ୍ରଂଶ ଘଟିଅଛି — ୧. One who has lost balance of mind.
୨. ପାଗଳ; ବାତୁଳ —୨. Mad.
୩. ହିତାହିତ ବିବେଚନାଶୂନ୍ୟ — ୩. Devoid of discrimination.