ଜ୍ଞାନ ପାଇବା
ଜ୍ଞାନ ପାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଜ୍ଞାନ ପାଇବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. (ବାଳିକା) ପ୍ରଥମେ ଋତୁମତୀ ହେବା — ୧. (girl) To have the menses for the first time; to attain maturity.
- ୨. ଅନୂଭବଦ୍ୱାର ଅଭିଜ୍ଞତା ଲାଭ କରିବା — ୨. To learn a thing by experience.
- ୩. (ବାଳକ ବାଳିକା) ବାୟଃପ୍ରାପ୍ତ ବା ସାବାଳକ ହେବା — ୩. To attain majority.
- ୪. (ବାଳକ ବାଳିକା) ହିତାହିତ ବୁଝାବାଭଳି ହେବା; ହୋସ୍ ପାଇବା —୪. To attgain the age discretion.
- ୫. ଶିକ୍ଷାକରିବା; ଜ୍ଞାନଲାଭ କରିବା — ୫. To acquire knowledge.