ଜ୍ଞାନ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ବିଚାର କରିବା — ୧. To consider.
୨. ଖାତିରି କରିବା; ସମ୍ମାନ କରିବା; ଗଉର କରିବା — ୨. To regard; to look up with respect.
୩. ଭ୍ରୁକ୍ଷେପ କରିବା —୩. To care; to have regard for.
୪. ଚେତିବା; ସାବଧାନ ହେବା — ୪. To take care; to beware.
୫. ସ୍ମରଣ କରିବା —୫. To remember.