ଜ୍ଞାନୋଦୟ
ଜ୍ଞାନୋଦୟ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜ୍ଞାନ+ଉଦୟ)
ସମ୍ପାଦନା- ୧. ମନୁଷ୍ୟ ମନରେ ଜ୍ଞାନ ବା ବୋଧରୂପ ସୂର୍ଯ୍ୟଙ୍କର ଆବିର୍ଭାବ —୧. The rise or dawn of knowledge in the human mind.
- ୨. ମନୁଷ୍ୟ ଜନ୍ମ ହେବା ପରେ ସର୍ବପ୍ରଥମେ ନିଜର ଜଗତରେ ଅସ୍ତିତ୍ୱ ବିଷୟର ଉପଲବ୍ଧି —୨. One's first consciousness of one's existence in the world as a responsible being.