ଜ୍ଞାନାଞ୍ଜନଶଳାକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଜ୍ଞାନ+ଅଞ୍ଜନ+ଶଳାକା, ରୂପକ ଓ ୬ଷ୍ଠୀ ତତ୍) ସମ୍ପାଦନା

ଶିଷ୍ୟକୁ ଗୁରୁ ଦେଇଥିବା ଶିକ୍ଷା —A preceptor's spiritual teaching imparted to the pupil; a pencil used by the preceptor for applying the salve of knowledge to the mind's eye of the pupil (allegorical sense).

[ଦ୍ରଷ୍ଟବ୍ୟ —ଜ୍ଞାନରୂପ ଅଞ୍ଜନକୁ ଶିଷ୍ୟର ଦିବ୍ୟଚକ୍ଷୁରେ ଦେଇ ଶିଷ୍ୟର ଜ୍ଞାନଚକ୍ଷୁର ଦୃଷ୍ଟିକୁ ଉଜ୍ଜ୍ୱଳ କରିବା ନିମନ୍ତେ ଗୁରୁ ଶିଷ୍ୟକୁ ଯେଉଁ ଶିକ୍ଷା ପ୍ରଦାନ କରନ୍ତି ତାହାକୁ ଶାସ୍ତ୍ରକାରମାନେ ଆଖିରେ କଜ୍ଜ୍ୱଳ ଲଗାଇବା କାଠି ସଙ୍ଗେ ତୁଳନା କରି ଲେଖି ଅଛନ୍ତି ଯେ ଅଜ୍ଞାନତିମିରାନ୍ଧ ଶିଷ୍ୟର ଦିବ୍ୟ ଚକ୍ଷୁକୁ ଗୁରୁ ଜ୍ଞାନାଞ୍ଜନ— ଶଳାକାଦ୍ୱାରା ଉନ୍ନୀଳିତ କରନ୍ତି]