ଜ୍ଞାନାଞ୍ଜନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜ୍ଞାନ+ଅଞ୍ଜନ, ରୂପକ କର୍ମଧା) ସମ୍ପାଦନା

ଅଞ୍ଜନ ପରି ଦିବ୍ୟ ଦୃଷ୍ଟିକୁ ଉଜ୍ଜ୍ୱଳକାରୀ ଜ୍ଞାନ — The salve of knowledge.

[ଦ୍ରଷ୍ଟବ୍ୟ —ଚକ୍ଷୁର ଦୃଷ୍ଟି ଉଜ୍ଜ୍ୱଳତର କରିବା ନିମନ୍ତେ ଲୋକେ ଚକ୍ଷୁର ଅଞ୍ଜନ ଘେନନ୍ତି ସେହିପରି ଜ୍ଞାନ ମନୁଷ୍ୟର ମନରୂପ ଚକ୍ଷୁ ବା ଦିବ୍ୟ ଦୃଷ୍ଟିକୁ ଉଜ୍ଜ୍ୱଳ କରେ ବୋଲି ଜ୍ଞାନକୁ ଅଞ୍ଜନ ସଙ୍ଗେ ତୁଳନା କରାଯାଏ]