ଜ୍ଞାନସାଧନ
ଜ୍ଞାନସାଧନ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ଜ୍ଞାନ+ସାଧନ, ୬ଷ୍ଠୀ ତତ୍) ସମ୍ପାଦନା
- ୧. ଜ୍ଞାନ ଲାଭ — ୧. Attainment of knowledge.
- ୨. ଜ୍ଞାନ—ଲାଭରେ ସହାୟ — ୨. A help for the attainment of knowledge.
- ୩. ଇନ୍ଦ୍ରିୟ —୩. The senses.
ସଂସ୍କୃତ - ବିଶେଷଣ - ସମ୍ପାଦନା
ଯେ ଜ୍ଞାନଲାଭ କିରିବାରେ ସହାୟକ —Helpful towards the acquisition of knowledge.