ଜ୍ଞାନରାଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ନାମ) ସମ୍ପାଦନା

'ସିଦ୍ଧାନ୍ତସୁନ୍ଦର' ନାମକ ଜ୍ୟୋତିଷ ଗ୍ରନ୍ଥର ପ୍ରଣେତା —The name of the author of the Sanscrit astrological book 'Siddhānta Sundara'.

[ଦ୍ରଷ୍ଟବ୍ୟ —ଏହାଙ୍କ ବଂଶ ଦୈବଜ୍ଞ; ଗୋଦାବରୀ ଓ ବିଦର୍ଭନଦୀ ଦ୍ୱୟର ସଙ୍ଗମ ସ୍ଥଳରେ ଏହାଙ୍କର ବାସସ୍ଥାନ ଥିଲା]