ଜ୍ଞାନଭ୍ରଂଶ
ଜ୍ଞାନଭ୍ରଂଶ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜ୍ଞାନ+ଭ୍ରଂଶ, ୬ଷ୍ଠୀ ତତ୍)
ସମ୍ପାଦନାଜ୍ଞାନଲୋପ — Cessation of balance of mind.
ଦେଶଜ - ବିଶେଷଣ -
ସମ୍ପାଦନାଜ୍ଞାନଭ୍ରଷ୍ଟ (ଦେଖ) - Jn̄āna-bhrashṭa (See)
ବୋଲେ ମୁଁ ନୋହେ ଜ୍ଞାନଭ୍ରଂଶ, କେମନ୍ତେ ଦେଲି ନର ମାଂସ ଜଗନ୍ନାଥ, ଭାଗବତ