ଜ୍ଞାନବୁଡ଼ା

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା
୧. ଯେ ଜ୍ଞାନ ବା ବିବେକ ଲୁପ୍ତ କରେ — ୧. Causing one to lose balance of mind.
୨. ଯେ ବିମୁଗ୍ଧ କରେ —୨. Captivating.

ସେ ଗୋରୀ ଯୁବାଛବି ଜ୍ଞାନବୁଡ଼ା—ଉପେନ୍ଦ୍ରଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ