ଜ୍ଞାନବାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜ୍ଞାନବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜ୍ଞାନ+ଅଛି ଅର୍ଥରେ ବତ୍; ୧ମା. ୧ବ) ସମ୍ପାଦନା

୧. ଜ୍ଞାନୀ —୧. Wise.
୨. ଶାସ୍ତ୍ରଜ୍ଞ; ପଣ୍ଡିତ —୨. Learned.
୩. ବିଚାରବୁଦ୍ଧିସମ୍ପନ୍ନ — ୩. Intelligent; knowing.