ଜ୍ଞାନଦାସ
ଜ୍ଞାନଦାସ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଜ୍ଞାନଦାସ
|
ଦେଶଜ - ବିଶେଷ୍ୟ - (ବ୍ୟଙ୍ଗୋକ୍ତି)
ସମ୍ପାଦନାବେତ୍ରାଦି; (ଯାହାର ପ୍ରହାରଦ୍ୱାରା ବାଳକ ବା ଶିଷ୍ୟ ବା ଅପରାଧୀର ଚୌତନ୍ୟ ଉଦୟ ହୁଏ); ଚଇତନ ଦାସ —Thrashing cane (ironically).
(ଯଥା—ପିଲାମାନେ ପାଠରେ ମନ ଦେଉ ନାହାନ୍ତି, ଜ୍ଞାନ— ଦାସେ ବାହାରିଲେ ସମସ୍ତେ ପାଠରେ ଲାଗିଯିବେ=ଅର୍ଥାତ୍ ବେତ ବାହାରିଲେ ସମସ୍ତେ ଡରରେ ପଢ଼ିବସିବେ)