ଜ୍ଞାନଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜ୍ଞାନଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଜ୍ଞାନ+ଦା ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ଯାହା ମନୁଷ୍ୟକୁ ଜ୍ଞାନ ବା ବୋଧଶକ୍ତି ଦିଏ — Imparting knowledge; communicating ideas.