ଜ୍ଞାନଚକ୍ଷୁଃ
ଜ୍ଞାନଚକ୍ଷୁଃ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଜ୍ଞାନ+ଚକ୍ଷୁଃ; ଜ୍ଞାନ ରୂପକ ଚକ୍ଷୂଃ=ରୂପକ କର୍ମଧା)
ସମ୍ପାଦନାବୋଧଶକ୍ତି (ଯାହାକୁ ମନୁଷ୍ୟର ଚକ୍ଷୁ ସଙ୍ଗେ ତୁଳନା କରାଯାଇ ଥାଏ) — Mind's eye; inner perception; the eye of intelligence.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
ସମ୍ପାଦନାବେଦଜ୍ଞାନରୂପ ନେତ୍ରବିଶିଷ୍ଟ (ବ୍ୟକ୍ତି) — A person who is versed in the Bedas.