ଜ୍ଞାନଚକ୍ଷୁଃ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜ୍ଞାନ+ଚକ୍ଷୁଃ; ଜ୍ଞାନ ରୂପକ ଚକ୍ଷୂଃ=ରୂପକ କର୍ମଧା) ସମ୍ପାଦନା

ବୋଧଶକ୍ତି (ଯାହାକୁ ମନୁଷ୍ୟର ଚକ୍ଷୁ ସଙ୍ଗେ ତୁଳନା କରାଯାଇ ଥାଏ) — Mind's eye; inner perception; the eye of intelligence.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି) ସମ୍ପାଦନା

ବେଦଜ୍ଞାନରୂପ ନେତ୍ରବିଶିଷ୍ଟ (ବ୍ୟକ୍ତି) — A person who is versed in the Bedas.