ଜ୍ଞାନଗମ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (୩ୟା ତତ୍; ଜ୍ଞାନ+ଗମ୍ୟ) ସମ୍ପାଦନା

୧. ବୋଧଗମ୍ୟ; ଜ୍ଞେୟ — ୧. Knowable; capable of being known or understood.
୨. ଯାହା ବୁଝାଯାଇ ପାରେ —୨. Comprehensible.