ଜ୍ଞାନକୃତ ନରହତ୍ୟା

ଜ୍ଞାନକୃତ ନରହତ୍ୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଜାଣି ଶୁଣି ମନୁଷ୍ୟ ମାରିବାର (ହତ୍ୟା କରିବାର) ଉଦ୍ଦେଶ୍ୟରେ ମାରିବା — Culpable homicide.

[ଦ୍ରଷ୍ଟବ୍ୟ —ଏହି ଅପରାଧର ବର୍ଣ୍ଣନା ଓ ସଂଜ୍ଞା ଭାରତୀୟ ଦଣ୍ଡବିଧି ଆଇନର ୨୯୯: ଓ ୩ ଦଫାରେ ଦିଆଯାଇ ଅଛି]