ଜ୍ଞାନକାଣ୍ଡ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(କର୍ମକାଣ୍ଡ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜ୍ଞାନ+କାଣ୍ଡ=ଅଧ୍ୟାୟ, ପ୍ରକାରଣ) ସମ୍ପାଦନା

ପ୍ରତ୍ୟେକ ବେଦର ତତ୍ତ୍ୱଜ୍ଞାନ ବର୍ଣ୍ଣନାତ୍ମକ ଅଂଶ — The philosophical portion of each of the Bedas.