ଜ୍ଞାତିତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜ୍ଞାତିତ୍ୱ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଜ୍ଞାତି+ଭାବେ. ତା) ସମ୍ପାଦନା

୧. ଜ୍ଞାତିର ଧର୍ମ ବା ବ୍ୟବହାର; ସ୍ୱଜନତା; ସଗୋତ୍ରତା — Kinship; relationship.
୨. ଜ୍ଞାତିର ଅନିଷ୍ଟ ଚେଷ୍ଟା; ଜ୍ଞାତି ପ୍ରତି ଅନିଷ୍ଟ ପ୍ରଦର୍ଶନ — ୨. Thinking or doing injury to a kinsman.