ଜ୍ଞାତାର୍ଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜ୍ଞାତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜ୍ଞାତ ହୋଇଅଛି ଅର୍ଥ ଯାହାଦ୍ୱାରା ବା ଯାହାର; ବହୁବ୍ରୀହି) ସମ୍ପାଦନା

୧. ଯେ କୌଣସି ବିଷୟର ଅର୍ଥ ବା ମର୍ମ ବୁଝିଅଛି —୧. Knowing or understanding the meaning or purport of a thing.
୨. ଯାହାର ଅର୍ଥ ଜଣାଯାଇଅଛି —୨. Of which the meaning or purport is known.