ଜ୍ଞାତସିଦ୍ଧାନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜ୍ଞାତ ହୋଇଅଛି ସିଦ୍ଧାନ୍ତ ଯାହାଦ୍ୱାରା— ବହୁବ୍ରୀହି) ସମ୍ପାଦନା

୧. ଶାସ୍ତ୍ରତତ୍ତ୍ୱଜ୍ଞ — ୧. Versed in the scriptures.
୨. ବୈଜ୍ଞାନିକ; ବିଜ୍ଞାନବେତ୍ତା; ତାନ୍ତ୍ରିକ — ୨. Acquainted with any science.