ଜ୍ଞାତବ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ - (କଚେରିଆ)

ସମ୍ପାଦନା

ଖବର; ସନ୍ଦେଶ — Information.

=== ବିଶେଷଣ - (ସଂସ୍କୃତ - ଜ୍ଞାତ)

୧. ଜ୍ଞାତ (ବିଷୟ) —୧. Known (thing)
୨. ଅବଗତ (ବ୍ୟକ୍ତି) —୨. Informed (person); knowing.