ଜ୍ଞାତଜୌବନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ(ବହୁବ୍ରିହି; ଜ୍ଞାତ+ଯୌବନ+ଅ) ସମ୍ପାଦନା

ହିନ୍ଦୁଶାସ୍ତ୍ରରେ ବର୍ଣିତ ନାୟିକାଭେଦ; ଯେଉଁ ନାୟିକା ଅପଣାର ଯୌବନ ବିଷୟ ଜାଣିଅଛି — A class of heroines in the Hindu love plots; a lady who is conscious of having attained youth.


[ଦ୍ରଷ୍ଟବ୍ୟ —ଏ ନାୟିକା ୨ ଶ୍ରେଣୀର; ନବୋଢ଼ା ଓ ବିଶ୍ରବ୍ଧନବୋଢ଼ା— ହିନ୍ଦୀ - ଶବ୍ଦସାଗର]