ଜୋଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଜୋଲ୍ହା,ଜୋଲହା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୋଲ୍ହା, ଜୁଲାହ୍) ସମ୍ପାଦନା

ମୁସଲମାନ ତନ୍ତୁବାୟୁ ଜାତି —A Mahomedan weaver.

[ଦ୍ରଷ୍ଟବ୍ୟ —କଟକ ସହରରେ ଜୋଲାସାହି ନାମକ ଗୋଟିଏ ବସ୍ତି ଅଛି]