ଜୋତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୋକ୍ର; ଯୋତ୍ର) ସମ୍ପାଦନା

୧. ଯୁଗବନ୍ଧନରଜ୍ଜୁ; ହଳ ବା ଶଗଡ଼ର ଜୁଆଳିକୁ ଯଥାକ୍ରମେ ଇଶ ବା ଦଣ୍ଡା ସଙ୍ଗେ ବାନ୍ଧିବା ଦଉଡ଼ି —୧. Rope for tying the oke to the shaft of a plough or cart.


୨. ଧାନ କଳେଇ ଆଦି ବାନ୍ଧି ବିଲରୁ ବୋହି ଆଣିବା ପାଇଁ ବ୍ୟବହୃତ ଦଉଡା —୨. Rope used to tie up and carry the sheaves of corn harvested from the field.

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୋତ୍) ସମ୍ପାଦନା

୧. କର୍ଷଣଯୋଗ୍ୟ ଭୂମି — ୧. Arable land; a land fit for tillage.
୨. ଜମିଦାରଙ୍କ ଅଧୀନରେ ପ୍ରଜା ଦଖଲ କରୁଥବା ଜମି; ପ୍ରଜାସ୍ୱତ୍ୱ ବିଶିଷ୍ଟ ଜମି; ରଇତି ଜମି —୨. A tenure or holding of a tenant.