ଜୋତ
ଜୋତ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଜୋତ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୋକ୍ର; ଯୋତ୍ର)
ସମ୍ପାଦନା- ୧. ଯୁଗବନ୍ଧନରଜ୍ଜୁ; ହଳ ବା ଶଗଡ଼ର ଜୁଆଳିକୁ ଯଥାକ୍ରମେ ଇଶ ବା ଦଣ୍ଡା ସଙ୍ଗେ ବାନ୍ଧିବା ଦଉଡ଼ି —୧. Rope for tying the oke to the shaft of a plough or cart.
- ୨. ଧାନ କଳେଇ ଆଦି ବାନ୍ଧି ବିଲରୁ ବୋହି ଆଣିବା ପାଇଁ ବ୍ୟବହୃତ ଦଉଡା —୨. Rope used to tie up and carry the sheaves of corn harvested from the field.
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୋତ୍)
ସମ୍ପାଦନା- ୧. କର୍ଷଣଯୋଗ୍ୟ ଭୂମି — ୧. Arable land; a land fit for tillage.
- ୨. ଜମିଦାରଙ୍କ ଅଧୀନରେ ପ୍ରଜା ଦଖଲ କରୁଥବା ଜମି; ପ୍ରଜାସ୍ୱତ୍ୱ ବିଶିଷ୍ଟ ଜମି; ରଇତି ଜମି —୨. A tenure or holding of a tenant.