ଜୋଡ଼ି
ଜୋଡ଼ି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଜୋଡ଼ି
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁଗ୍ମ; ଯୁଗଳ, ସଂସ୍କୃତ - ଜୁଡ଼ ଧାତୁ)
ସମ୍ପାଦନା- ୧. ଯୁଗ୍ମ —୧. A couple.
- ୨. ଦ୍ୱୟ —୨. A pair; two.
- ୩. (ଆଦରାର୍ଥକ) ଦୁଇଟି ପଦାର୍ଥ —୩. Two things.
- ୪. ବଗିଗାଡ଼ିରେ ଲାଗିବା ଦୁଇଟି ଘୋଡ଼ା — ୪. A pair of horses for a carriage.
- ୫. ଘୋଡ଼ା ଆଦି ଏକ ସମୟରେ ଦୁଇ ପଛଗୋଡ଼ରେ ମାରିବା ନାତ —୫. Kick with two hind legs of a beast; double kick of a beast.
- ୬. (ଶାବରୀଭାଷା ଜୋର)—ଲମ୍ୱ ଅଥଚ କମ ଚଉଡ଼ା ଜଳାଶୟ —୬. A long and narrow expanse of water.
[ଦ୍ରଷ୍ଟବ୍ୟ —ଜୋଡ଼ ଅପେକ୍ଷା ଜୋଡ଼ ଆକାରରେ କ୍ଷୁଦ୍ରତର]
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଜୁରୀ)
ସମ୍ପାଦନାଜୁରୀ; ଜୁଡ଼ୀ —୭. Jury.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
ସମ୍ପାଦନା- ୧. ଚଶମା — ୧. Spectacles.
- ୨. ଜୋତା —୨. A pair of shoes.
ଦେଶଜ - ବିଶେଷଣ -
ସମ୍ପାଦନାଯୁଗ୍ମଭାବରେ ସ୍ଥିତ ବା ସଜ୍ଜିତ; ଜାଉଁଳି; ଯୁଗ୍ମ — Double; arranged in pairs.