ଜୋଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁଗ୍ମ; ଯୁଗଳ, ସଂସ୍କୃତ - ଜୁଡ଼ ଧାତୁ) ସମ୍ପାଦନା

୧. ଯୁଗ୍ମ —୧. A couple.
୨. ଦ୍ୱୟ —୨. A pair; two.
୩. (ଆଦରାର୍ଥକ) ଦୁଇଟି ପଦାର୍ଥ —୩. Two things.
୪. ବଗିଗାଡ଼ିରେ ଲାଗିବା ଦୁଇଟି ଘୋଡ଼ା — ୪. A pair of horses for a carriage.
୫. ଘୋଡ଼ା ଆଦି ଏକ ସମୟରେ ଦୁଇ ପଛଗୋଡ଼ରେ ମାରିବା ନାତ —୫. Kick with two hind legs of a beast; double kick of a beast.
୬. (ଶାବରୀଭାଷା ଜୋର)—ଲମ୍ୱ ଅଥଚ କମ ଚଉଡ଼ା ଜଳାଶୟ —୬. A long and narrow expanse of water.

[ଦ୍ରଷ୍ଟବ୍ୟ —ଜୋଡ଼ ଅପେକ୍ଷା ଜୋଡ଼ ଆକାରରେ କ୍ଷୁଦ୍ରତର]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଜୁରୀ) ସମ୍ପାଦନା

ଜୁରୀ; ଜୁଡ଼ୀ —୭. Jury.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

୧. ଚଶମା — ୧. Spectacles.
୨. ଜୋତା —୨. A pair of shoes.

ଦେଶଜ - ବିଶେଷଣ - ସମ୍ପାଦନା

ଯୁଗ୍ମଭାବରେ ସ୍ଥିତ ବା ସଜ୍ଜିତ; ଜାଉଁଳି; ଯୁଗ୍ମ — Double; arranged in pairs.