ଜୋଗାଜୋଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (କଚିରିଆ ଭାଷା; ସଂସ୍କୃତ - ଯୋଗ+ବିପରୀତାର୍ଥକ କିନ୍ତୁ ଏକାର୍ଥକ ସହଚରୂପେ ବ୍ୟବହୃତ ଅଯୋଗ) ସମ୍ପାଦନା

୧. ଏକଯୋଗ —୧. Conjunction.
୨. ଏକମେଳ; ଜୋଗସାଜସ —୨. Collusion.
୩. ସୁଯୋଗ; ସୁବିଧା —୩. Oppertunity.