ଜୋଗସାଜସ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଜୋଗସାଜସୀ, ଜୋଗସାଜିସ୍ଅନ୍ୟରୁପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୋଗ+ଫାରାସୀ - ସାଜିସ୍=ମେଳ; କଚିରିଆ ଶବ୍ଦ)

ସମ୍ପାଦନା

ଏକମେଳ; ଶହ୍ଲା (ମନ୍ଦ ଅର୍ଥରେ) — Collusion.

ବିଶେଷଣ -

ସମ୍ପାଦନା

ମେଳ ବାନ୍ଧ କରାଯିବା (କର୍ମ) — Collusive (etc).