ଜୋଗସାଜସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଜୋଗସାଜସୀ, ଜୋଗସାଜିସ୍ଅନ୍ୟରୁପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୋଗ+ଫାରାସୀ - ସାଜିସ୍=ମେଳ; କଚିରିଆ ଶବ୍ଦ) ସମ୍ପାଦନା

ଏକମେଳ; ଶହ୍ଲା (ମନ୍ଦ ଅର୍ଥରେ) — Collusion.

ବିଶେଷଣ - ସମ୍ପାଦନା

ମେଳ ବାନ୍ଧ କରାଯିବା (କର୍ମ) — Collusive (etc).