ଜୈନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜୈନ+ଜ୍ଞାନାର୍ଥେ ଅ) ସମ୍ପାଦନା

୧. ଜିନ ମତାବଲମ୍ୱୀ ବ୍ୟକ୍ତି ୧. A jaina; a person professing the jaina faith (a faith akin to Buddhaism).
୨. ଜିନଙ୍କ ପ୍ରବର୍ତ୍ତିତ ଧର୍ମ —୨. A religion or faith promulgated by saint Jina.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଜିନ ମୁନିଙ୍କ ସମ୍ୱନ୍ଧୀୟ — Relating to saga Jina.