ଜୈତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜୈତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁ (ଜି ଧାତୁ=ଜୟ କରିବା+ଶୀଳାର୍ଥେ ତ୍ର) ସମ୍ପାଦନା

୧. ଜୟଶୀଳ —୧. Victorious; triumphant.
୨. ଜୟକାରକ —Securing or bringing about victory.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ପାରଦ —୧. Mercury.
୨. ଔଷଧ —୨. Medicine; drug.
୩. ରଥବିଶେଷ —୩. A kind of car.