ଜେଲ୍ ଖଲାସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଜେଲ୍; ହିନ୍ଦୀ - ଖଲାସ୍=ମୁକ୍ତ) ସମ୍ପାଦନା

କାରାମୁକ୍ତ —Release from imprisonment.

ବୈଦେଶିକ - ବିଶେଷଣ - ସମ୍ପାଦନା

କାରାମୁକ୍ତ —Released from imprisonment.