ଜେଲାଟିନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଜେଲେଟିନ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ ଜେଲେଟିନ) ସମ୍ପାଦନା

ଜୀବଜନ୍ତୁ ଓ ବିଶେଷତଃ ମାଙ୍କଡ ହାଡ, କାତି ଓ ଚମଡାକୁ ସିଝାଇ ପ୍ରସ୍ତୁତ କରିବା ଏକପ୍ରକାର ସ୍ୱଚ୍ଛ ଓ ଚକଚକିଆ ଅଠା — Gelatin.

[ଦ୍ରଷ୍ଟବ୍ୟ —ଏହାକୁ ପାଣିରେ ବତୁରାଇ ଉଷୁମ କଲେ ଏହା କାଦୁଆ ଓ ଅଠାଳିଆ ହୁଏ, ଏବଂ ଶୁଖି ଗଲେ ଟାଣୁଆ ହୁଏ ଏଥିରେ ନାନା ଖେଳଣା ଓ ଛତା ଆଦିର ବେଣ୍ଟ ତିଆରି ହୁଏ ଓ ଏହା ଫଟୋଗ୍ରାଫ୍ କାର୍ଯ୍ୟରେ ବ୍ୟବହୃତ ହୁଏ]