ଜେରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜିରହ୍) ସମ୍ପାଦନା

ବିଚାରାଳୟରେ ଉପସ୍ଥିତ ସାକ୍ଷୀକୁ ଅପର ପକ୍ଷର କୂଟପ୍ରଶ୍ନଦ୍ୱାରା କରାଯିବା ପରୀକ୍ଷା — Corss-examination.

ଗୋଟାଏ ଗୋଟାଏ କଥା ଲୁଚାଉଥିଲା, ହେଲେ, ବୁଢ଼ୀ ଜେରାରେ ପଡ଼ିଗଲା ଫକୀରମୋହନ, ଗଳ୍ପସ୍ୱଳ୍ପ