ଜୂଲାପ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଜୁଲ୍ଲାପ୍, ଜୁଲାବ୍,ଜୁଲ୍ଲାବ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଜୁଲ୍ଲାବ; ଫାରାସୀ - ଜୁଲାବ୍; ପର୍ତ୍ତୁ. ଜଲାପା) ସମ୍ପାଦନା

୧. ଭେଦୀ; ମଳଭେଦକ ଔଷଧ; ବିରେଚକ ଔଷଧ; ଯେଉଁ ଔଷଧ ଖାଇଲେ ଝାଡ଼ା ହୁଏ — ୧. Purgative; a purge; a cathartic.

[ ଦ୍ର—ଫାରାସୀ - ଜୁଲାବ୍=ଗୋଲାପପାଣି; ଏହା ସାରକ ବା ମଳ ଭେଦକ ବୋଲି ଏହି ଅର୍ଥରେ ବ୍ୟବହୃତ ଏଥିର ଅପଭ୍ରଂଶରେ ଆରବୀ ଓ ଉର୍ଦ୍ଧୁରେ ଜୁଲାବ୍ ଓ ଜଲ୍ଲାବ୍ ବ୍ୟବହୃତ ହୁଏ ତୁଳ ପର୍ତ୍ତୁଗୀଜ୍ . ଜଲାପା (Jalapa=ଆମେରିକାର ଜଲାପା ନାମକ ଗଛର ମୂଳଜାତ ମଳଭେଦର ଔଷଧ ]

୨. କଲମ୍ୱୀ ଆଦି ବର୍ଗର ଲତାବିଳେଷ — ୨. Ipomoea Purga; Jalap.

[ ଦ୍ର—ଏହାର ଆଦ୍ୟ ବାସ ଦକ୍ଷିଣ ଆମେରିକାର ମେକ୍ସିକୋ ଦେଶ; ଏହା ଏ ଦେଶକୁ ଅଣା ହୋଇ ନୀଳଗିରି ଓ ମସୁରୀ ପାହାଡ଼ରେ ଚାଷ ହେଉଅଛି ଏହାର ମୂଳ ଜଲାପ (Jalap) ନାମରେ ଖ୍ୟାତ ଓ ଚିରେଚକ ଆମ ଦେଶୀ ଜୁଲାପ ଗଛକୁ ତିହୁଡ଼ୀ କହନ୍ତି ]