ଜୂତ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୟୁତ; ପ୍ରା. ଜୂତ)

ସମ୍ପାଦନା
୧. ଜୁଆ ଖେଳ — ୧. Gambling.
୨. (ସଂସ୍କୃତ - ଯୁତ୍ର ବା ଯୋକ୍ତ୍ର ପ୍ରା. ଜୋତ୍ତ)— ଶଗଡ଼ ବା ଲଙ୍ଗଲକୁ ଯୁଆଳି ମଝିରେ ବାନ୍ଧିବାପାଇଁ ବ୍ୟବହୃତ ରଜ୍ଜୁ; ଜୋତ; ଯୁଗବନ୍ଧନ ରଜ୍ଜୁ — ୨. Rope for tying the shaft of the cart or plough to the middle of the yoke.



ଜୂତ

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୟୁତ)

ସମ୍ପାଦନା
୧. ଜୁଆଖେଳ — ୧. Gambling.

ଜୁତ ଯୁତ କଲେ ମନ କନ୍ୟା ପୁରୁଷ—ଭଞ୍ଜ. ପ୍ରେମସୁଧାନିଧି

୨. ପଶାଖେଳ —୨. Play at dice.

ଜୁତରେ ଅଜ୍ଞାନ ରାଜା ହୋଇଲେ ଜାଣ—ପ୍ରାଚୀ, ନଳଚରିତ