ଜୁଲ୍ପି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ଫାରାସୀ - ଜୁଲ୍ଫି; ସଂସ୍କୃତ - ନାମ କାକପକ୍ଷ) ସମ୍ପାଦନା

୧. କପାଳ ପାଖରୁ ଇତସ୍ତତଃ କର୍ଣ୍ଣମୂଳ ପର୍ଯ୍ୟନ୍ତ ଲମ୍ୱିଥିବା କ୍ଷୁଦ୍ର କୁଞ୍ଚିତ ବା ବକ୍ରାଗ୍ର କେଶଗୁଚ୍ଛ —୧. Curling lock of hair hanging down the sides of the temples of the head.
୨. ଆଖିକୋଣ ଓ କାନ ମଧ୍ୟରେ ଲମ୍ୱିଥିବା ସଯତ୍ନରକ୍ଷିତ କେଶଗୁଚ୍ଚ ବା କଲ୍ଲୀ —୨. Curled rings of hair hanging between the ends of the eyes and the ears.
୩. ଗାଲମୁଛା —୩. Whiskers.
୪. ବବୁରି ବାଳ —୪. Bobbed hair.