ଜୁଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଜୋଲିଆଣି,ଜୁଲିଆଣିସ୍ତ୍ରୀ

  • (file)

ଅନୁବାଦ ସମ୍ପାଦନା

(ଜୁଲ୍ଲା, ଜୋଲା, ଜୋହ୍ଲ୍ଲା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୌଲାହ୍) ସମ୍ପାଦନା

ମୁସଲମାନ ତନ୍ତୀ — Mahomedan weaver.

[ ଦ୍ର—କଟକ ସହରରେ ଜୁଲାସାହି ବୋଲି ବର୍ତ୍ତମାନ ଗୋଟିଏ ଗଳି ଅଛି ]