ଜୁଲମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜୁଲ୍ମ୍) ସମ୍ପାଦନା

୧. ଉତ୍ପୀଡ଼ନ; ଅତ୍ୟାଚାର — ୧. Oppression; high handedness.

ମଙ୍ଗରାଜ କାହାରି ଉପରେ ଜୁଲମ କଲେ ସେ ଯଦି ସାଆନ୍ତାଣିଙ୍କ କାନରେ ଦୁଃଖ କଥାଟା ଶୁଣାଇ ପାରିଲା—ତେବେ ତ ବସ୍ ଫକୀରମୋହନ. ଛମାଣଆଠଗୁଣ୍ଠ

୨. ବଳାତ୍କାର; ବଳପ୍ରୟୋଗ — ୨. Use of criminal force.
୩. ଉତ୍ପୀଡ଼ନଜନିତ କଷ୍ଟ — ୩. Hardship due to oppression.
୪. ନିଷ୍ଠୁରତା —୪. Cruelty.
୫. ଅନ୍ୟାୟ —୫. Injustice.

ଦେଶଜ - ବିଶେଷଣ - ସମ୍ପାଦନା

ଅତିରିକ୍ତ; ବେଜାୟ —Excessive.

(ଯଥା—ଆମ ଉପରେ ଏ ବନ୍ଦୋବସ୍ତରେ ବହୁତ ଜୁଲମ୍ ଖଜଣା ଧାର୍ଯ୍ୟ ହେଲା)