ଜୁତି
ଜୁତି
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନାବେଗ (ହିନ୍ଦୀ - ଶବ୍ଦସାଗର) —Speed; velocity.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୟୋତିଃ; ଦ୍ୟୁତି)
ସମ୍ପାଦନାଜ୍ୟୋତିଃ; ଦୀପ୍ତି; ତେଜଃ —Brightness, splendour; brilliance.
ଜୁତି
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଜୁ ଧାତୁ+ଭାବ. ତି)
ସମ୍ପାଦନା- ୧. ଗତି — ୧. Motion.
- ୨. ବେଗ —୨. Velocity; swiftness.