ଜୁଡ଼୍ଖର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର)—ବିଶେଷ୍ୟ - (ବିପରୀତାର୍ଥ ସହଚର; ସଂସ୍କୃତ - ଜଡ଼ +ଖର) ସମ୍ପାଦନା

ଶରଦି ଗରମି ରୋଗ —Apoplexy.

ବିଶେଷଣ - ସମ୍ପାଦନା

୧. ଶରଦ ଓ ଗରମ —୧. Cool and warm.
୨. ନରମ ଓ ଶକ୍ତି —୨. Soft and hard.