ଜୁଡ଼ି ହଙ୍କେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଜୁଡ଼ି ହାଙ୍କିବା—ଅନ୍ୟରୂପ)

ପ୍ରାଦେଶିକ - (ମେଦିନୀପୁର, ବାଲେଶ୍ୱର)କ୍ରିୟାପଦ - ସମ୍ପାଦନା

୧. ବଗିରେ ଯୋଚା ହୋଇଥିବା ୨ଟି ଘୋଡ଼ାଙ୍କୁ ନିଯନ୍ତ୍ରିତ କରି ଗାଡ଼ି ଚଳାଇବା — ୧. To drive a pair of horses attached to a carriage; to drive a coach and a pair.
୨. ଜୋଡ଼ିଏ ଘୋଡ଼ା ଲାଗିଥିବା ଗାଡ଼ିରେ ଚଢି ବୁଲିବା — ୨. To use a coach driven by a pair of horses.

[ ଦ୍ର—ସେ ଜୋଡ଼ି ହଙ୍କାଇଲେଣି=ସେ ଖୁବ୍ ବଡ଼ଲୋକ ହେଲେଣି]