ଜୁଡ଼ିଦାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଗାଡ଼ିରେ ଏକ ସଙ୍ଗେ ଲାଗିବା ଜୋଡ଼ାଏ ଘୋଡ଼ାରୁ ଗୋଟିଏ —One of a pair (of horses for a carriage).

ଦେଶଜ - ବିଶେଷଣ - ସମ୍ପାଦନା

ଯେଉଁ ଗାଡ଼ିରେ ଜୋଡ଼ାଏ ଘୋଡ଼ା ଲାଗି ଥାଆନ୍ତି —(a carriage) Drawn by a pair of horses.