ଜୁଡ଼ି
ଜୁଡ଼ି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ପ୍ରାଦେଶିକ - (ବାଲେଶ୍ୱର, ମେଦିନୀପୁର) (ସଂସ୍କୃତ - ଯୁଗ୍ମ; ତୁଳ. ଏହି ଅର୍ଥରେ ବଙ୍ଗଳା ଏହି ଶବ୍ଦ) ସମ୍ପାଦନା
- ୧. ସମଧର୍ମୀ ସହଚର —୧. Companion.
- ୨. ଏକ ସଙ୍ଗେ ବଗିରେ ଲାଗିବା ଦୁଇଟି ଘୋଡ଼ା — ୨. A pair of horses yoked to a coach.
- ୩. ଯୁଗ —୩. A pair; a couple.
- ୪. ଦୁଇଟି ଘୋଡ଼ା ଟାଣିବା ଗାଡ଼ି — ୪. A coach drawn by two horses.
- ୫. ଯୁଗ୍ମବସ୍ତୁ ବା ଜୀବ ମଧ୍ୟରୁ ଜଣେ —୫. One of a pair or couple of things or animals.
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଜୁରୀ) ସମ୍ପାଦନା
ଜୁରି (ଦେଖ) - Juri (See)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ଓବିଶେଷଣ - ସମ୍ପାଦନା
- ୧. ଜୁଡ଼୍ (ଦେଖ) - ୧. Juṟḍ̠ (See)
- ୨. (ତୁଳ. ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ) କମ୍ପଜ୍ୱର — ୨. Ague.