ଜୁଏଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଜ୍ୟୁଏଲ୍) ସମ୍ପାଦନା

୧. ମଣିମୁକ୍ତାଦି ପଥର — ୧. Jewel.
୨. ପକେଟ ଘଡ଼ି ବା ବାଚର ଚକମାନଙ୍କ ଅଖ ଘରିବା ପାଇଁ ଅଖର ଦୁଇ ମୁଣ୍ଡ଼ରେ ଥିବା କ୍ଷୁଦ୍ର ପ୍ରସ୍ତରଖଣ୍ଡ଼ — ୨. Jewel of a watch.