ଜୁଇ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁଥି; ଯୁଥିକ)

ସମ୍ପାଦନା
୧. ଯୂଇ (ଦେଖ) - ୧. J̄ūi (See)
୨. (ସଂସ୍କୃତ - ଜ୍ୟେତି) ନିଆଁ —୨. Fire.
୩. ଶବଦାହ ନିମନ୍ତେ ପ୍ରସ୍ତୁତ ଅଗ୍ନି; ଚିତାଗ୍ନି — ୩. Fire for burning a dead body; cremation-fire.
୪. ଯେଉଁ ଗର୍ତ୍ତରେ ଶବଦାହ ନିମିତ୍ତ ଚିତା ପ୍ରସ୍ତୁତ ହୁଏ — ୪. The pit over which funeral pile is set up.
୫. ଏକ ପ୍ରକାର ଛେଟ ପକ୍ଷୀ —୫. A kind of small bird.
୬. (ସଂସ୍କୃତ - ଜୀବକ) ଛୋଟ ଔଷଧବୃକ୍ଷବିଶେଷ — ୬. A medicinal plant.