ଜୁଆ
ଜୁଆ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଆମ୍ୱ ଆଦି କଞ୍ଚା ଫଳକୁ ଲୁଣ, ମସଲା ଓ ତେଲ ଆଦି ଦେଇ ଆଚାର କରିବା — ୧. Seasoning of mango and other raw fruits with salt, spices and oil; pickling.
- ୨. (ସଂସ୍କୃତ - ଦ୍ୟୁତ; ପ୍ରା. ଜୁତ) ଜୁଅ (ଦେଖ) - ୨. Jua (See)
ଦେଶଜ - ବିଶେଷଣ -
ସମ୍ପାଦନାଲୁଣ, ମସଲା ଓ ତେଲ ଆଦିଦ୍ୱାରା ପାଗ କରାଯାଇ ଥିବା (ଆମ୍ୱ ଆଦି) —Seasoned or prepared (pickle). pickled (fruit).
ପ୍ରାଦେଶିକ -
ସମ୍ପାଦନା- ୧. (ସମ୍ୱଲପୁର; ସିଂହଭୂମ) ବିଶେଷ୍ୟ - (ସଂସ୍କୃତ - ଯୁଗ) (ତୁଳ. ଏହି ଅର୍ଥରେ ହିନ୍ଦୀ - ଜୁଆ) ଶଗଡ଼ ବା ହଳର ଯୁଆଳି — Yoke.
- ୨. (ଯାଜପୁର) ବି—ଦୁଧକୁ ବସାଦହି କରିବା ପାଇଁ ହେଲେ ତହିଁରେ ମିଶା ଯିବା ଖଟା ବସ୍ତୁ; ମହି — ୨. Sour thing added to milk to turn into curd.