ଜୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଆମ୍ୱ ଆଦି କଞ୍ଚା ଫଳକୁ ଲୁଣ, ମସଲା ଓ ତେଲ ଆଦି ଦେଇ ଆଚାର କରିବା — ୧. Seasoning of mango and other raw fruits with salt, spices and oil; pickling.
୨. (ସଂସ୍କୃତ - ଦ୍ୟୁତ; ପ୍ରା. ଜୁତ) ଜୁଅ (ଦେଖ) - ୨. Jua (See)

ଦେଶଜ - ବିଶେଷଣ - ସମ୍ପାଦନା

ଲୁଣ, ମସଲା ଓ ତେଲ ଆଦିଦ୍ୱାରା ପାଗ କରାଯାଇ ଥିବା (ଆମ୍ୱ ଆଦି) —Seasoned or prepared (pickle). pickled (fruit).

ପ୍ରାଦେଶିକ - ସମ୍ପାଦନା

୧. (ସମ୍ୱଲପୁର; ସିଂହଭୂମ) ବିଶେଷ୍ୟ - (ସଂସ୍କୃତ - ଯୁଗ) (ତୁଳ. ଏହି ଅର୍ଥରେ ହିନ୍ଦୀ - ଜୁଆ) ଶଗଡ଼ ବା ହଳର ଯୁଆଳି — Yoke.
୨. (ଯାଜପୁର) ବି—ଦୁଧକୁ ବସାଦହି କରିବା ପାଇଁ ହେଲେ ତହିଁରେ ମିଶା ଯିବା ଖଟା ବସ୍ତୁ; ମହି — ୨. Sour thing added to milk to turn into curd.