ଜୀବକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଜୀବି ଧାତୁ=ବଞ୍ଚାଇବା+କର୍ତ୍ତୃ. ଅକ) ସମ୍ପାଦନା

୧. ଦୁଷ୍ପ୍ରାପ୍ୟ ଔଷଧବିଶେଷ — ୧. Name of a very race medicine root.

[ଦ୍ରଷ୍ଟବ୍ୟ —ଏହା ଆୟୁର୍ବେଦୋକ୍ତ ଅଷ୍ଟ— ବର୍ଗ ମଧ୍ୟରୁ ଗୋଟିଏ ଔଷଧ; ଏହି ଗୁଳ୍ମ ହିମାଦ୍ରି ଶିଖରରେ ଜନ୍ମେ ବୋଲି ବୈଦ୍ୟ— ଶାସ୍ତ୍ରରେ ଲେଖା ଅଛି ଏହାର କନ୍ଦ ରସୁଣ ପରି ଓ ସାରହୀନ; ପତ୍ର ସୂକ୍ଷ୍ମ ଓ ଏହାର ଆକୃତି କୁର୍ଚ୍ଚବ ବା ତୁଳିକା ପରି ଏହା ବର୍ତ୍ତମାନ ଦୁଷ୍ପ୍ରାପ୍ୟ ଏହାର ଅଭାବରେ ବୈଦ୍ୟମାନେ ଗୁଳୁଚି ବ୍ୟବହାର କରନ୍ତି ବୈଦ୍ୟକ ମତରେ ଏହା ମଧର, ବଳକାରକ. ଶୀତବୀର୍ଯ୍ୟ, କଫ ଓ ଶୁକ୍ରବର୍ଦ୍ଧକ ଏହା ପିତ୍ତ, ଦାହ, ରକ୍ତଦୁଷ୍ଟି, କୃଶତା ଓ କ୍ଷୟ ରୋଗରେ ପ୍ରଧାନ ଔଷଧ; ଋଷଭକ ନାମକ ଦୁଷ୍ପ୍ରାପ୍ୟ ଔଷଧ ମଧ୍ୟ ଏହି ଜାତୀୟ ଗୁଳ୍ମ କିନ୍ତୁ ଦୁହିଙ୍କ ମଧ୍ୟରେ ପ୍ରଭେଦ ଏହି କି ଋଷିଭକର କନ୍ଦ ଗୋରୁ ଶିଘଂ ଆକୃତିର ଓ ଜୀବନ କନ୍ଦର ଆକୃତି ଝାଡ଼ୁ ପରି—ହିନ୍ଦୀ - ଶବ୍ଦସାଗର]

୨. ('ଜୀବ' ଅର୍ଥାତ୍ 'ବଞ୍ଚି ରହ' ବୋଲି ଯେଉଁ ବ୍ୟକ୍ତି ଅନ୍ୟକୁ ଆଶୀର୍ବାଦ କରନ୍ତି) ଆଶୀର୍ବାଦକାରୀ ବ୍ୟକ୍ତି — ୨. One who utters benediction on another.
୩. ବୁଦ୍ଧଦେବଙ୍କ ଚିକିତ୍ସକ ଓ ଆତ୍ରେୟ ମୁନିଙ୍କ ଶିଷ୍ୟ — ୩. Name of the physician of the Bhuddha and disciple of sage Ātreya.
୪. ଭିକ୍ଷୁକ —୪. A beggar; mendicant.
୫. ଦୀର୍ଘଜୀବୀ ବ୍ୟକ୍ତି — ୫. A long-lived person.
୬. ବୁଦ୍ଧିଜୀବୀ; ସୁଧଖୋର୍ —୬. A usurer.
୭. ସାପୁଆ —୭. A snake charmer; snake- catcher.
୮. (+କର୍ମ. ଅକ) ସେବକ; ଚାକର; ଭୃତ୍ୟ; ଦାସ — ୮. Slave; servant; attendant.
୯. ପ୍ରାଣୀ —୯. Animal.
୧. ପୀତ ଶାଳବୃକ୍ଷ (ହିନ୍ଦୀ - ଶବ୍ଦସାଗର) — ୧୦. A kind of timber-tree.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଦୀର୍ଘଜୀବୀ —Long-lived.